ୟାକୁବକୁ 7 ଦିନିଆ ରିମାଣ୍ଡରେ ନେବ କମିଶନରେଟ ପୋଲିସ

Spread the love

କଟକ, ୧୩/୦୪/୨୧ (ସନ୍ଧାନ ନିଉଜ) : କମିଶନରେଟ ପୋଲିସ ୟାକୁବକୁ 7 ଦିନିଆ ରିମାଣ୍ଡରେ ନେବ। JMFC ସିଟି କୋର୍ଟ ଏନେଇ ଅନୁମତି ଦେଇଛନ୍ତି। ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ ନିଜର ହାତ ଥିବା ସେ ପୋଲିସ ଆଗରେ ସ୍ୱୀକାର କରିଛି। ଏନେଇ କଟକ ଡିସିପି ସୂଚନା ଦେଇଥିଲେ। ଗତକାଲିଠୁ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିବା ୟାକୁବକୁ ଆଜି ପୋଲିସ ଗିରଫ କରିଥିଲା। ଏସସିବିରେ ସବୁବେଳେ ହାଇଦରକୁ ଭେଟୁଥିଲା ୟାକୁବ ଏବଂ ବିରିୟାନୀ ଖାଇବାକୁ ଦେଉଥିଲା।

Related Posts

About The Author

Add Comment