ସଫେଇ କର୍ମଚାରୀଙ୍କୁ ପ୍ରଦାନ କଲେ ନୂଆ ବସ୍ତ୍ର : ମନ୍ତ୍ରୀ ଟୁକୁନି ସାହୁ

Spread the love

 ବଲାଙ୍ଗୀର, ୧୧.୦୧.୨୦୨୧(ସନ୍ଧାନ ନିଉଜ୍):- ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଟିଟିଲାଗଡ ମ୍ୟୁନିସିପାଲଟିର ବଡାଖାନା କାର୍ଯ୍ୟକ୍ରମରେ ଯୋଗ ଦେଇ ସଫେଇ କର୍ମୀମାନଙ୍କୁ ପ୍ରସଂଶା କରିଛନ୍ତି। ସେମାନଙ୍କୁ ନୂତନ ବର୍ଷରେ ନୂଆ ବସ୍ତ୍ର ଦେଇ ସମ୍ମାନୀତ କରିଛନ୍ତି। ସଫେଇ କର୍ମଚାରୀଙ୍କ ପାଇଁ ସହର ସଫା ସୁତୁରା ବିଶେଷ ସହଯୋଗ ରହିଛି l ସଫେଇ କର୍ମଚାରୀଙ୍କ ରହିଥିବା ବିଭିନ୍ନ ସମସ୍ୟା ଯଥା ଦରମା ବୃଦ୍ଧି, ବିଭିନ୍ନ ଉପକରଣ ଓ ଅନ୍ୟାନ୍ୟ ସମସ୍ୟାକୁ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବେ l ମିଳିମିଶି ଆମ ଟିଟିଲାଗଡ ସହରକୁ ଶ୍ରେଷ୍ଠ ସହର କରିବା ପାଇଁ ସହଯୋଗ କାମନା କରିଛନ୍ତି ମନ୍ତ୍ରୀ

Related Posts

About The Author

Add Comment