ଚାଷୀଙ୍କୁ ସହାୟତା ପାଇଁ କେନ୍ଦ୍ର ପଠାଇଲା ୯୦.୪୦ ମେଟ୍ରିକ ଟନ ସାର

Spread the love

ଚଣ୍ଡିଖୋଲ, ୨୮/୦୮/୨୦ (ସନ୍ଧାନ ନିଉଜ) : ଯାଜପୁର,କେନ୍ଦ୍ରପଡା, ଢେଙ୍କାନାଳ ଓ କେନ୍ଦୁଝରଜିଲ୍ଲାରେ ଚାଷିମାନଙ୍କୁ ସହ ଯୋଗ ପ୍ରଦାନ କଲେ କେନ୍ଦ୍ର ସରକାର । ଏବେ ଧାନ କ୍ଷେତ ସହ ପନିପରିବା ଚାଷ କରୁଥିବା କୃଷକ ମାନେ ସାରର ଘୋର ଅଭାୀ ସଙ୍କଟରେ ପଡିଥିଲେ । ରାଜ୍ୟସଭା ସାଇସଦ ଅଶ୍ୱିନୀ ବୈଷ୍ଣବଙ୍କ ଅନୁରୋଧକ୍ରମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟେ ଓଡିଆ କୃଷକ ମାନଙ୍କ ସାରର ଅଭାବୀ ପୂରଣ ପାଇଁ ୧୫ ଓାଗନ ୟୁରିଆ ସାର ପ୍ରଦାନ କରିଅଛନ୍ତି । ପ୍ରଥମ ଦଫାରେ ଯାଜପୁର, କେନ୍ଦୁଝର,କେନ୍ଦ୍ରପଡା ଓ ଢେଙ୍କାନାଳ ଜିଲ୍ଲା ପାଇଁ୯୦.୪୦ମେଟ୍ରିକ ଟନ ୟୁରିଆ ସାର ଧାନମଣ୍ଡଳ ରେଲୁେଓ ଷ୍ଟେସନରେ ପହଂଚିଥରଲା । ଶୁକ୍ରବାର ସକାଳ ସମୟରେ ଟ୍ରେନ ପହଂଚିବା ପରେ ଟ୍ରାନ୍ସପୋର୍ଟ ସଂସ୍ଥା ପକ୍ଷରୁ ନଡିଆ ବାଡେଇ ସାର ଅନଲୋଡ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହାର କିଛି ସମୟ ପରେ ରାଜ୍ୟ ବିଜେପି ସମବାୟ ସେଲ ଅବାହକ ପବିତ୍ର ଦାସ, ଜିଲ୍ଲା ସାର ବିକ୍ରୟ ସଂଘ ସଭଅପତି ସୂର୍ଯ୍ୟ ନାରାୟଣ, ରଥ, ପରିବହନ ସଂସ୍ଥାର ପରିଚାଳକ ବିଭାସ ଚନ୍ଦ୍ର ନନ୍ଦ, ହୃଷିକେଶ ରାଉତ, ସ ଂଗ୍ରାମ ବାରିକ, ପ୍ରଦୀପ ଧଳ ଓ ସୁଧିର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଯାଜପୁର ଜିଲ୍ଲାର ୧୫ ଗୋଟି ସାର ବିତରଣ କେନ୍ଦ୍ର ମାଧ୍ୟମରେ ସମସ୍ତ ଚାଷୀଙ୍କ ନିକଟରେ

Related Posts

About The Author

Add Comment