ରାଉରକେଲାର 16 ନମ୍ବର ସେକ୍ଟର ଏ-1ରୁ  ଏ-36 କଣ୍ଟେନମେଣ୍ଟ ଜୋନ

Spread the love
ରାଉରକେଲା, ୦୩/୦୬ (ସନ୍ଧାନ ନିଉଜ): ସହରର 16 ନମ୍ବର ସେକ୍ଟର ଏ-1ରୁ ସେକ୍ଟର ଏ-36 ପର୍ଯ୍ୟନ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଜଣେ 64 ବର୍ଷୀୟ ବ୍ୟକ୍ତି COVID-19ରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି ।  କୋରୋନା ଆକ୍ରାନ୍ତ ବ୍ୟକ୍ତି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ଓ ୱାର୍ଡ ବୟଙ୍କୁ କ୍ବାରେଣ୍ଟାଇନରେ ପଠାଯାଇଛି । ବୁଧବାର ସନ୍ଧ୍ୟାରେ ବ୍ୟକ୍ତି ଜଣକ ନିଶ୍ବାସ ନେବାରେ କଷ୍ଟ ପାଇବାକୁ ଇସ୍ପାତ ଜେନେରାଲ ହସପିଟାଲ ଆସିଥିଲେ ।

Related Posts

About The Author

Add Comment