ରାଉରକେଲାକୁ ଫେରିଲେ 73 ପ୍ରବାସୀ ଶ୍ରମିକ

Spread the love
ରାଉରକେଲା, ୨୦/୦୬/୨୦ (ସନ୍ଧାନ ନିଉଜ) : ଦୁଇଟି ଟ୍ରେନରେ ରାଉରକେଲାକୁ ଫେରିଲେ 73 ପ୍ରବାସୀ ଶ୍ରମିକ । ଏଠାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଏପରିକି, ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯିବା ସହିତ ଘରକୁ ଫଠାଯିବାକୁ ବ୍ୟବସ୍ଥା କରାଯାଇଛି । ଟ୍ରେନ ଦୁଇଟି ବେଙ୍ଗାଲୁରୁ ଓ ଗୋଆରୁ ଆସିଥିଲା । ବେଙ୍ଗାଲୁରୁ ଆସିଥିବା ଟ୍ରେନରୁ 64 ପ୍ରବାସୀ ଶ୍ରମିକ ଥିବାବେଳେ ଗୋଆରୁ 9 ଜଣ ପ୍ରବାସୀ ଶ୍ରମିକ ଆସିଥିଲେ । ତେବେ ପ୍ରବାସୀଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାର 34ଜଣ ରହିଥିବା ବେଳେ ମୟୁରଭଞ୍ଜର 3 ଓ ଝାରଖଣ୍ଡର 36 ଜଣ ରହିଛନ୍ତି ।

Related Posts

About The Author

Add Comment