ନବରଙ୍ଗପୁର୍, ୧୫/୦୫/୨୦ (ସନ୍ଧାନ ନିଉଜ) : ନବରଙ୍ଗପୁର୍ ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ମୈଦଲପୁର୍ ପଞ୍ଚାୟତରେ ପ୍ରବାସୀ ଓଡ଼ିଆଙ୍କୁ କ୍ୱାରେଣ୍ଟିଂନ ସେଣ୍ଟରରେ ଖାଦ୍ୟ ମିଳୁନଥିବା ଅଭିଯୋଗ ଉଠିଛି। ଏହି କେନ୍ଦ୍ରରେ ଓଡିଶା ଫେରନ୍ତା ଗୋପିଗୁଡ଼ାର ୫ ଜଣ ମନୋଜ ବାଣୁଆ, ପ୍ରେମ ବାଣୁଆ, ହେମଧର ଶବର, ବୈଦ ସୌରା, ଖିରସିନ୍ଧୁ ମାଝୀ, ଦେବା ମାଝୀ ଓ ଅର୍ଜୁନ ଗୌଡ଼ ରହିଛନ୍ତି। କିନ୍ତୁ ବଲାଙ୍ଗୀର ଜିଲ୍ଲା ସଇଁତଲାର ୭ ଜଣ ଗୋପିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ତୁରୁଂଜିଆଗୁଡ଼ା କ୍ଵାରେଣ୍ଟଟାଇନରେ ସେଣ୍ଟରରେ ରହିଥିଲେ। ସେମାନେ ଗତ ୮ ତାରିଖରୁ ରହୁଥିଲେ ମଧ୍ୟ ଖାଦ୍ୟ ପାନୀୟର ବ୍ୟବସ୍ଥା ନଥିବାରୁ ନିଜ ନିଜ ଗଁlକୁ ଚାଲି ଯାଇଛନ୍ତି।
ତାଜା ଖବର
- ମାୟାବାହାଲ (ଦେହେରି ପଡା )ଠାରେ ଜଣେ ବ୍ୟକ୍ତି ଙ୍କୁ ଦଉଳି ରେ ହାଣି ହତ୍ୟା, ତଲସରା ଥାନା ରେ ଲିଖିତ ଅଭିଯୋଗ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
- ଝଡତୋଫାନ ସହିତ ଘଡଘଡି ଓ ବଜ୍ରପାତ ସମୟରେ ଏକ ଗଛ ମୂଳେ ବିଶ୍ରାମ ନେଉଥିବା ୩ଟି ବଳଦ ଙ୍କ ବଜ୍ରପାତ ରେ ମୃତ୍ୟୁ
- ଲୁଲକିଡ଼ିହି ସରପଞ୍ଚ ଘର ପାରିପାର୍ଶ୍ୱ ରେ ଥିବା କଂକ୍ରିଟ ରାସ୍ତା ନିମ୍ୱମାନ ତିଆରି ହୋଇ ଥିବାରୁ ଭାଙ୍ଗି ଫାଟି ଗଲାଣି
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
- ତୁମଳିଆ ର ଏକ ବ୍ୟବସାୟୀ ଘରେ ଚୋରି , ତଲସରା ଥାନା ରେ ଅଭିଯୋଗ
- କଲାଣ୍ଡ ସ୍କୁଲ ଠାରୁ ବିଛାଖଣ୍ଡି ପର୍ଯ୍ୟନ୍ତ ୫.୪୫ କୋଟି ଟଙ୍କାର ଗ୍ରାମ୍ୟ ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ହିମାଂଶୁ ଶେଖର ସାହୁ
- ଜିଲ୍ଲାରେ ବିଶ୍ବ ରକ୍ତଶିକୁଳି (ସିକଲସେଲ) ଦିବସ ୨୦୨୬ ପାଳିତ
- ଗ୍ରାମବାସୀ କଲେ ତଲସରା ଛକ ର ଷ୍ଟିଟ ଲାଇଟ ମରାମତି କାର୍ଯ୍ୟ
- ଲେଖିବା, ପଢ଼ିବା, ମନ ଲଗାଇ ରଖିବା ଓଡ଼ିଶା ଭାଷାର ସମ୍ମାନ କୁ ନେଇ “ଆମ ଭାଷା ଆମର ପରିଚୟ” କାର୍ଯ୍ୟକ୍ରମ ଅନୁଷ୍ଠିତ



