କଟକ, ୨୮/୦୪ (ସନ୍ଧାନ ନିଉଜ) ଆଜି କଟକ ବାର ଆସୋସିଏସନ୍ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ କଂ ଜୟନ୍ତୀ ନିରାଡମ୍ବର ଭାବେ ପାଳନ କରାଯିବା ସହିତ ବାର୍ ଆସୋସିଏସନ୍ ହଲ୍ ରେ ମଧୁସୂଦନ ଦାସ ଆଇନଜୀବୀ ଭାବରେ ବ୍ୟବହାର କରୁଥିବା ଟେବୁଲ ଉପରେ ଥିବା ତାଙ୍କ ଫଟୋ ରେ ସଭ୍ୟ ଓ ସଭ୍ୟା ମା ନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଓ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କଟକ ବାର୍ ଆସୋସିଏସନ୍ ର ଉପସଭାପତି ଶ୍ରୀଯୁକ୍ତ କୃପାସିନ୍ଧୁ ସାହୁ, ସମ୍ପାଦକ ଶ୍ରୀ ଯୁକ୍ତ ନରେଶ ଜେନା, ପାଠାଗାର ଇନ୍ଚାର୍ଯ ତପସ୍ଵୀନି ସିହ୍ନା,କୋଷାଧ୍ୟକ୍ଷ ଦେବି ପ୍ରସାଦ ଥାଟରାଜ, କାର୍ଯ୍ୟକାରି ସଭ୍ୟ ସଂଜୀବ ଚକ୍ରବର୍ତ୍ତୀ, ଚିତ୍ତ ରଞ୍ଜନ ସ୍ବାଇଁ, ବିଭୁ ପ୍ରସାଦ ନାୟକ,ଯଯାତି କେଶରୀ ସ୍ୱାଇଁ କଂ ସମେତ ଅନ୍ୟାନ୍ୟ ଆଇନଜୀବୀ ମାନେ ଉପସ୍ଥିତ ଥିବା ସହିତ ସାମାଜିକ ଦୂରତା ଅବଲମ୍ବନ କରି ଉକ୍ତ କାର୍ଯ୍ୟକ୍ରମ ପାଳନଥିଲେ ।
ତାଜା ଖବର
- ସବଡେଗା ଅବକାରୀ ବିଭାଗ ତରଫରୁ ଚଢ଼ାଉ, ୫୬ଲିଟର ଦେଶୀ ମହୁଲି ମଦ ଜବତ, ଅଭିଯୁକ୍ତ ଙ୍କୁ କୋଟ ଚଲାଣ l
- ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁବିଶ୍ବ ପରିବେଶ ଦିବସ ପାଳିତ
- ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି : ଜନସମ୍ପର୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
- ଜିଲ୍ଲାରେ ଅର୍ଦ୍ଧେକରୁ ଅଧିକ ମତଦାତାଙ୍କୁ ଏସଆଇଆର୍ ଫର୍ମ ବଣ୍ଟନ ଶେଷ
- ଯାଜପୁର ଜିଲ୍ଲା କାଳବୈଶାଖୀରେ ବିଭିନ୍ନ ଜାଗାରେ କ୍ଷତି ଘଟିଛି
- ଔଷଧ ବ୍ୟବସାୟୀଙ୍କୁ ମରଣାତ୍ମକ ଆକ୍ରମଣ ଥାନାରେ ମାମଲା
- ୨୦୦୬ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଅନୁଷ୍ଠିତ
- ଡିଭାଇନ ଷ୍ଟଡି ସର୍କଲ ପକ୍ଷରୁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ।
- ସ୍ୱାମୀ ଓ ସ୍ତ୍ରୀ ବଚସା କୁ କେନ୍ଦ୍ରକରି ହତ୍ୟା ସନ୍ଦେହ,ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ
- ଗୋଟିଏ ନଳକୂପ ସାହାରାରେ ୨୦ ପରିବାର,ନଳକୂପରୁ ଦିନକରେ ଦୁଇ ବାଲଟି ପାଣି



