୧୫୦ ଲିଟର ଦେଶୀ ମଦ ଓ ୧୭ ଲକ୍ଷ ଟଙ୍କା ଜବତ

Spread the love
ଭୁବନେଶ୍ଵର, ୨୪/୦୪/୨୦ (ସନ୍ଧାନ ନିଉଜ) : କରୋନା ମୁକାବିଲା ପାଇଁ ଜାରି ରହିଥିବା ଲକ୍‌ଡାଉନ୍‌ରେ ସମୟରେ ମଦ କାରବାର ବଢୁଛି। ସହର ଠାରୁ ଗ୍ରାମାଞ୍ଚଳ ସବୁଆଡେ ମଦ ମାଫିଆମାନେ ବେପାର ଚଳାଇଛନ୍ତି। ଏଥିରେ ରୋକ ଲଗାଇବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରୟାସ ଜାରି ରଖିଛନ୍ତି। ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ବେଗୁନିଆ ପୋଲିସ ଓ ଅବକାରୀ ବିଭାଗର ଏକ ଟିମ୍ ବେଗୁନିଆ ଥାନା ସାନପଦର ପଞ୍ଚାୟତ ରାସୋଳ ଗ୍ରାମରେ ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ, ପ୍ୟାକିଂ ମେସିନ୍, ଜେନେରେଟର, ଏକ କାର ସହ ନଗଦ ୧୭ ଲକ୍ଷ ୬୦ହଜାର ଟଙ୍କା ଜବତ କରିଛି।

Related Posts

About The Author

Add Comment