ଆଇ.ସି.ଆଇ.ସି.ଆଇ. ପକ୍ଷରୁ ମାସ୍କ ଓ ସାନିଟାଇଜର ପ୍ରଦାନ

Spread the love

ଯାଜପୁର ୧୮/୦୪ (ସନ୍ଧାନ ନିଉଜ): ଆଇ.ସି.ଆଇ.ଆଇ ବ୍ୟାଙ୍କ ଯାଜପୁର ଶାଖା ପକ୍ଷରୁ କରୋନା ଯୁଦ୍ଧରେ ସହାୟତା ପାଇଁ ୨୫୦୦ ମାସ୍କ ଓ ୫୦୦ ସାଇଟାଇଜର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ବ୍ୟାଙ୍କର ମ୍ୟାନେଜର ବିଶ୍ୱନାଥ ଗଣ ଏହି ମାସ୍କ ଓ ସାନିଟାଇଜରକୁ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ପ୍ରଦାନ କରିବା ସହ ଆବଶ୍ୟକ ସ୍ଥଳେ ଅଧିକ ସହଯୋଗ ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି ।

Related Posts

About The Author

Add Comment