କରୋନା ଗୁଜବ ପୋଷ୍ଟ କରି ଯୁବକ ଗିରଫ

Spread the love
ରାଉରକେଲା, ୦୭/୦୪ (ସନ୍ଧାନ ନିୟୁଜ): ଫେସବୁକ୍‌ରେ କରୋନା ସମ୍ପର୍କୀତ ଗୁଜବ ପୋଷ୍ଟ କରିଥିବା ଯୁବକକୁ ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ୍‌ ଗିରଫ କରିଛି। ଗୁଜବ ପ୍ରଚାର କରିଥିବା ଯୁବକ ହେଲେ କୁରେସି ମହଲାର ମହମ୍ମଦ ନସିମ ଅଖତାର। ସେ ଫେସବୁକ୍‌ରେ ପୋଷ୍ଟ କରିଥିବା ଏକ ମିଛ ଖବର ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାରୁ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ନସିମଙ୍କୁ ଆଜି ଗିରଫ କରିବା ସହିତ ମୋବାଇଲକୁ ମଧ୍ୟ ଜବତ କରିଛି।  Report- S Nayak

Related Posts

About The Author

Add Comment