ୱାଶିଂଟନ, ୩୦ /୦୩ (ସନ୍ଧାନ ନିୟୁଜ): ସମଗ୍ର ବିଶ୍ୱ କୋରୋନା ବିରୁଦ୍ଧରେ ବିଜୟ ପାଇଁ ଏକ ହୋଇପାରିଛି। ଏହି ବିପଜ୍ଜନକ ଭାଇରସକୁ ପରାସ୍ତ କରିବାକୁ ସମସ୍ତେ ସଂଗ୍ରାମ କରୁଛନ୍ତି। ଏଥିରେ ସହଯୋଗ କରିବାକୁ ଅନେକ ସେଲିବ୍ରିଟି ଏବଂ ସଂଗଠନ ଆଗକୁ ଆସୁଛନ୍ତି | ବର୍ତ୍ତମାନ ଗୁଗୁଲର ଏଥିରେ ସାମିଲ ହୋଇଛି | ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟର ସୁନ୍ଦର ପିଚାଇ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ, ସ୍ୱାସ୍ଥ୍ୟ ସଂଗଠନ ଏବଂ ସରକାରୀ ତଥା ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରାୟ 80 ମିଲିୟନ୍ ଡଲାର୍ ଅର୍ଥାତ ପାାଖାପାଖି ପ୍ରାୟ 5900 କୋଟି ଟଙ୍କା ସହାୟତା କରିବାକୁ ଘୋଷଣା କରିଛନ୍ତି।
କୋରୋନା ସହାୟତା: ଗୁଗୁଲ ଦେଲା 5900କୋଟିର ବଡ ପ୍ରତିଶ୍ରୁତି
|
March 30, 2020 |


