ମାରାତ୍ମକ ଭୂତାଣୁର ମୁକାବିଲାରେ ଓଡ଼ିଶା ଆଗୁଆ 

Spread the love
ଭୁବନେଶ୍ୱର, ୨୭/୦୩ (ସନ୍ଧାନ ନିୟୁଜ) କିଭଳି ବିଶ୍ୱ ମହାମାରୀ ‘କରୋନା’ର ମୁକାବିଲା କରିବ ଭାରତ? କ’ଣ କଲେ ମହାମାରୀ ମୁହଁରୁ ବର୍ତ୍ତିଯିବ ଦେଶ? ଏଭଳି ଆଶା ଆଶଙ୍କା ଲାଗି ରହିଥିବାବେଳେ ଦେଶକୁ ନୂଆ ଦିଶା ଦେଖାଇଛି ଓଡ଼ିଶା । ପୁର୍ବରୁ ବଡ଼ ବଡ଼ ବିପର୍ଯ୍ୟୟର ମୁକାବିଲା ସଫଳତାର ସହ କରିଥିବା ଓଡ଼ିଶା ଏବେ ‘କରୋନା’ର ସଫଳ ମୁକାବିଲା ପାଇଁ ଆଗୁଆ ଅଣ୍ଟା ଭିଡ଼ିଛି । ଆଉ କରୋନକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ପରଠାରୁ ରାଜ୍ୟ ସରକାରଙ୍କ ସତର୍କତା ମୂଳକ ଆଗୁଆ ପଦକ୍ଷେପ ଭାରତ ପାଇଁ ଉଦାହରଣ ପାଲଟିଛି ।

Related Posts

About The Author

Add Comment