ଯାଜପୁର, ୨୪/୨/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଞ୍ଚାତର ବନ୍ଧଡିହ ହାଟକୁ ଯାଇଥିବା ଆରଡିକୁ ସଂଯୋଗ କରିଥିବା ସେଠୀ ସାହିରେ ଡ୍ରେନ୍ ପାଣି ଜମିବାରୁ ଦୃଗନ୍ଧମୟ ପାଲଟିଯିବା ସହିତ ସେହି ରାସ୍ତାରେ ଯାତାୟତ କରୁଥିବା ବାଟୋଇ ମାନଙ୍କ ଉପରେ ଏହି ଡ୍ରେନ୍ ପାଣି ପଡ଼ୁଥିବା ସେଠାରେ ଜିବାଣୁ ଜନ୍ମିବାର ଆଶଙ୍କା ରହିଛି । ଏହି ରାସ୍ତା ପାଶ୍ୱର୍ରେ ଡ୍ରେନ୍ କରାଯାଇନଥିବାରୁ ଏହି ପାଣି ଜମିବାରୁ ରୋଗର ଆଶଙ୍କା ଦେଖାଦେଇଚି । ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାଲାଗି ସାଧାରଣରେ ଦାବି କରାଯାଉଚି ।
ବନ୍ଧଡିହ ସେଠୀ ସାହି ରାସ୍ତା ଦୃଗନ୍ଧମୟ ପାଲଟିଛି
|
February 24, 2020 |