Homeଜିଲ୍ଲା ପରିକ୍ରମାକୋରାପୁଟବାଇକ୍ ଆରୋହୀଙ୍କ ମୃତ୍ୟୁ ବାଇକ୍ ଆରୋହୀଙ୍କ ମୃତ୍ୟୁ Sandhan News | January 26, 2020 | Spread the love କୋରାପୁଟ, ୨୬ /୧/୨୦ ସନ୍ଧାନ ନିଉଜ : କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ବାସ୍ତାମ୍ୱା ନିକଟରେ ଏକ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚକ୍ରଧର ପାଲ। ସେ ଭନସୁଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଥିଲେ। Related Posts ଅଗଷ୍ଟ ମାସର ଅଭିଯୋଗ ଶୁଣାଣୀ କାର୍ଯ୍ୟସୂଚୀ July 31, 2022 | Sandhan News | ଅଧିକ ପଢନ୍ତୁ ମହାନ ସାରସ୍ବତ ସାଧିକା ପୂଜ୍ୟା ମନୋରମା ମହାପାତ୍ରଙ୍କ ସହ ଦୁଇ ପ୍ରତିଭାଧାରୀ ସାଧକଙ୍କୁ ସଦର ମାଟିରେ ଶ୍ରଦ୍ଧାଞ୍ଜଳି September 28, 2021 | Sandhan News | ଅଧିକ ପଢନ୍ତୁ ସମାଜର ନିଷ୍ପେସିତ ଲୋକଙ୍କ ପାଇଁ ସଂଗ୍ରାମ ଜାରି ରହିବ December 25, 2020 | 2005lindadavis1989 | ଅଧିକ ପଢନ୍ତୁ ପୁରୀ ଦୁର୍ଷ୍କମ ଘଟଣା, ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା January 24, 2022 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ମହାନ ସାରସ୍ବତ ସାଧିକା ପୂଜ୍ୟା ମନୋରମା ମହାପାତ୍ରଙ୍କ ସହ ଦୁଇ ପ୍ରତିଭାଧାରୀ ସାଧକଙ୍କୁ ସଦର ମାଟିରେ ଶ୍ରଦ୍ଧାଞ୍ଜଳି September 28, 2021 | Sandhan News | ଅଧିକ ପଢନ୍ତୁ
ପୁରୀ ଦୁର୍ଷ୍କମ ଘଟଣା, ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା January 24, 2022 | Manas Kumar Rout | ଅଧିକ ପଢନ୍ତୁ