ଜିଲ୍ଲାପାଳଙ୍କ ବଦଳି ଦାବିରେ ମାଲକାନଗିରି ବନ୍ଦ

Spread the love
ମାଲକାନଗିରି, ୧୦/୦୧/୨୦ (ସନ୍ଧାନ ନିଉଜ) : ଜିଲ୍ଲାପାଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ବଦଳି ଦାବିରେ ଅନିର୍ଦ୍ଦିଷ୍ଟ କାଳ ମାଲକାନଗିରି ବନ୍ଦ ଆଜିଠାରୁ ଆରମ୍ଭ ହୋଇଛି। ମାଲକାନଗିରି ସୀମାନ୍ତ ଗୋବିନ୍ଦପାଲିରୁ ମୋଟୁ ଯାଏଁ ଏହି ବନ୍ଦ ପାଳନ ହେଉଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଜିଲ୍ଲାର ଅଧିକଂଶ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ଅଧିକାଂଶ ଶିକ୍ଷାନୁଷ୍ଠାନ ବି ବନ୍ଦ। ସରକାରୀ ଅଫିସରେ ବି ବନ୍ଦର ପ୍ରଭାବ ପଡିଛି।

Related Posts

About The Author

Add Comment