ଘରେ ପଶି ଯୁବକଙ୍କୁ ଗୁଳିକରି ହତ୍ୟା

Spread the love

ସୂଚନାନୁସାରେ, ଗତରାତ୍ରୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । କ. ନୂଆଗାଁ ଥାନା ତେଲେଙ୍ଗିଆ ପଞ୍ଚାୟତ ବୁଡୁରୁମା ଗାଁରେ ମାଓବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ବୁଡୁରୁମା ଗାଁର ଜଣେ ଯୁବକଙ୍କ ଘରେ ପଶି ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଯୁବକ ଜଣକ ଘର ନଖୋଲିବାରୁ ଗତରାତିରେ ଲାଲବାହିନୀ ତାଙ୍କ କବାଟ ଭାଙ୍ଗି ଘରେ ପଶିଥିଲେ। ଯୁବକଙ୍କୁ ଗୁଳିକରି ହତ୍ୟା ପରେ ମୃତଦେହକୁ ଗାଁ ସ୍କୁଲ ନିକଟରେ ଫିଙ୍ଗି ଦେଇଛନ୍ତି ମାଓବାଦୀ।

Related Posts

About The Author

Add Comment