ଭୁବନେଶ୍ବର, ୨୪/୧୨ (ସନ୍ଧାନ ନିଉଜ) : ୨୦୨୦ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଆୟୋଜିତ ହେଉଥିବା ଜାତୀୟ ପରେଡରେ ପଦର୍ଶିତ ହେବ ଓଡିଶାର ପ୍ରଜ୍ଞାପନ ମେଢ। ୨୦୨୦ ସାଧାରଣତନ୍ତ୍ର ଦିବସ ପରେଡରେ ପଦର୍ଶିତ ପାଇଁ ଓଡିଶାର ପ୍ରଜ୍ଞାପନ ମେଢ ଯୋଗ୍ୟ ବିବେଚିତ ହୋଇଛି। ପଦର୍ଶିତ ହେବାକୁ ଥିବା ପ୍ରଜ୍ଞାପନ ମେଢର ଡିଜାଇନ୍ ପ୍ରସ୍ତୁତ କରୁଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ। ୨୦୨୦ ସାଧାରଣତନ୍ତ୍ର ଦିବସ ପରେଡରେ ପଦର୍ଶିତ ହେବାକୁ ଥିବା ଓଡିଶାର ପ୍ରଜ୍ଞାପନ ମେଢ ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥ ଉପରେ ନିର୍ମିତ ହୋଇଥିବା କହିଛନ୍ତି ଡିଜାଇନର ଗଜେନ୍ଦ୍ର ସାହୁ।
୨୦୨୦ ସାଧାରଣତନ୍ତ୍ର ଦିବସ ପରେଡରେ ପଦର୍ଶିତ ହେବ ଓଡିଶାର ପ୍ରଜ୍ଞାପନ ମେଢ
|
December 24, 2019 |