ଡିସେମ୍ବର ୩୧ସୁଦ୍ଧା ପ୍ୟାନ-ଆଧାର ସଂଯୋଗ ବାଧ୍ୟତାମୂଳକ

Spread the love

ନୂଆଦିଲ୍ଲୀ, ୧୫/୧୨ (ସନ୍ଧାନ ନିଉଜ) : ପରମାନେଣ୍ଟ ଆକାଉଣ୍ଟ ନମ୍ବର(ପ୍ୟାନ) ସହିତ ଆଧାରକୁ ସଂଯୋଗ କରିବା ଚଳିତମାସ ଶେଷ ସୁଦ୍ଧା ବାଧ୍ୟତାମୂଳକ ହେବ ବୋଲି ଆୟକର  ବିଭାଗ କହିଛି । ଏହାଦ୍ୱାରା ଆୟକର ସେବା କ୍ଷେତ୍ରର ସୁଫଳ ଅଧିକ ସହଜରେ ଜନସାଧାରଣଙ୍କ ନିକଟରେ ପହଞ୍ଚିପାରିବ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଚଳିତବର୍ଷ ସେପ୍ଟେମ୍ବର ମାସରେ ଏକ ଆଦେଶ ଜରିଆରେ ପ୍ୟାନ ସହିତ ଆଧାର ସଂଯୋଗର ସମୟ ସୀମାକୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା । ପୂର୍ବରୁ ସେପ୍ଟେମ୍ବର ୩୦ ଶେଷ ତାରିଖ ଥିଲା। ଅନ୍‍ଲାଇନରେ ପ୍ୟାନ ସହିତ ଆଧାର ସଂଯୋଗ ପାଇଁ କରଦାତାମାନଙ୍କୁ ଇ-ଫାଇଲିଂ ପୋର୍ଟାଲକୁ ଲଗ୍‍ଇନ୍‍ କରିବାକୁ ପଡିବ। ଏହାଛଡା ଏହି ସଂଯୋଗୀକରଣ ପାଇଁ ଆୟକର ବିଭାଗ ଏକ ଏସଏମ୍‍ଏସ ଭିତ୍ତିକ ସୁବିଧା ଯୋଗାଇ ଦେଇଛି ।+54

56++654

QWERFGHM,./23

 

;

 

 

 

 

Related Posts

About The Author

Add Comment