କୁକୁଡ଼ା ଚୋରି ଘଟଣାରେ ଯୁବକଙ୍କୁ ଆଜୀବନ କାରାଦଣ୍ଡ

Spread the love

ରାଉରକେଲା, ୧୧/୧୨ (ସନ୍ଧାନ ନିୟୁଜ୍): ଏକ କୁକୁଡ଼ା ଚୋରି ଘଟଣାରେ  ବୁଧବାର ପ୍ରଥମ ଶ୍ରେଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୀପକ କୁମାର ୧୨ ଜଣ ସାକ୍ଷ୍ୟ ଓ ଦସ୍ତାବିଜ ଆଧାରରେ ଅଭିଯୁକ୍ତ ଯୁବକଙ୍କୁ ସଶ୍ରମ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଜରିମାନା ଶୁଣାଇଛନ୍ତି ।  ତାଙ୍କ ନାଁ ଏତୁଆ ମୁଣ୍ଡାରୀ ଓରଫ ବଡ଼କା । ଜରିମାନା ଅନାଦେୟ ହେଲେ ଅତିରିକ୍ତ ୨ ବର୍ଷ କାରାଦଣ୍ଡାଦେଶ ଭୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts

About The Author

Add Comment