କାର ଭିତରେ ଛୁଆକୁ ଛାଡି ବାପା ମାଆ ଛୁ…..

Spread the love

ଢେ଼ଙ୍କାନାଳ, ୦୩/୧୨ (ସନ୍ଧାନ ନିୟୁଜ୍ ) କାର୍‌ ଭିତରେ ଦେଢ଼ ବର୍ଷର ଶିଶୁ କନ୍ୟାକୁ ଛାଡ଼ି ପଳାଇଲେ ବାପା ମା। କାର୍‌ରେ ଛୁଆକୁ ଲକ କରି ଚାଲିଗଲେ ବାପା ମା।

ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ମେଡିକାଲ ପରିସରରେ କାରରେ ପିଲାକୁ ଛାଡି ପାଳାଇଥିଲେ ବାପା ମା। ଦୀର୍ଘ ସମୟ ବନ୍ଦ କରାରେ ରହିବାରୁ ଶିଶୁ କନ୍ୟା ଗୁରୁତର ହୋଇ ପଡ଼ିଥିଲା। ମୁମୂର୍ଷୁ ଅବସ୍ଥାରେ ଶିଶୁ କନ୍ୟାକୁ ଉଦ୍ଧା କରିଛନ୍ତି ଲୋକେ। ଉଦ୍ଧାର ଶିଶୁ କନ୍ୟା ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ସମୟ ପରେ ଘଟଣା ସ୍ଥାଳରେ ପହଞ୍ଚିଲେ ଛୁଆର ବାପା ମା।

Report- Prasanta Samal

Related Posts

About The Author

Add Comment