ବଡ ଅଳେଇଚ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ।

Spread the love

୨୭/୧୧ (ସନ୍ଧାନ ନିଉଜ) : ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌-ସି ଏବଂ ପୋଟାସିୟମ ଭରପୂର ମାତ୍ରାରେ ଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥଗୁଡିକ ବାହାର କରିବାରେ ସହାୟକ ହୋଇଥାଏ।

ଶ୍ୱାସରୋଗୀ ପ୍ରତିଦିନ ଅଳେଇଚ ଖାଇବା ଆବଶ୍ୟକ। ଥଣ୍ଡା-କାଶ, ମୁଖ-ଦୁର୍ଗନ୍ଧ ଦୂର ପାଇଁ ମଧ୍ୟ ଅଳେଇଚ ଉପକାରୀ ହୋଇଥାଏ।

ଅଳେଇଚ ସେବନ କରିଲେ ରକ୍ତଚାପ ବି ନିୟନ୍ତ୍ରଣ ଭିତରେ ରହିଥାଏ।

ଏଥିରେ ପୋଟାସିୟମ ଓ ଫାଇବର୍‌ ଅଧିକ ମାତ୍ରାରେ ଥିବା ଯୋଗୁ ରକ୍ତ ସଞ୍ଚାଳନ ଭଲ ହୁଏ।

ପ୍ରତିଦିନ ଅଳେଇଚ ଖାଇଲେ ମୂତ୍ର ସଂକ୍ରମଣରୁ ବି ମୁକ୍ତି ମିଳିଥାଏ।

ରାତିରେ ଦୁଇଟି ଅଳେଇଚ ଖାଇ ପାଣି ପିଇଲେ ମହିଳାଙ୍କର କେଶ ମଜଭୁତ ହୋଇଥାଏ ଓ କେଶ ଝଡିବା ବନ୍ଦ ହୋଇଥାଏ।

Related Posts

About The Author

Add Comment