ସିଆଚିନରେ ୧୮ ହଜାର ଫୁଟ ଉଚ୍ଚତାରେ ହିମସ୍ଖଳନ

Spread the love

ନୂଆ ଦିଲ୍ଲୀ, ୧୮ /୧୧ (ସନ୍ଧାନ ନିଉଜ) : ସିଆଚିନରେ ହୋଇଥିବା ଏକ ହିମସ୍ଖଳନରେ ସେନାର ୮ଜଣ ଯବାନ ଫସିଥିବାର ଖବର ଆସିଛି। ସୋମବାରଦିନ ସିଆଚିନ ଗ୍ଲେସିୟର ଉପରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟତଃ ୮ ଜଣ ଯବାନ ଫସିଥିବାର ଆଶଙ୍କା କରାଯାଉଛି। ସେନା ଅଧିକାରୀ କହିଛନ୍ତିଯେ, ଯବାନମାନଙ୍କର ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଛି।

Related Posts

About The Author

Add Comment