ଭଗତ ସେନା ପକ୍ଷରୁ ସୂଚନା କେନ୍ଦ୍ର ଉଦ୍ଘାଟିତ

Spread the love

ଭଦ୍ରକ,୨୮/୧୦ (ସନ୍ଧାନ ନିୟୁଜ) ଐତିହାସିକ ଭଦ୍ରକ କାଳୀ ପୂଜା ଉପଲକ୍ଷେ ଶହୀଦ୍ ଭଗତ୍ ସେନା ପରିବାର ପକ୍ଷରୁ ଏକ ସୂଚନା କେନ୍ଦ୍ର ଚରମ୍ପା ଠାରେ ଉଦ୍ଘାଟନ ହୋଇଯାଇଛି।ପରିବାର ସହ ଆସିଥିବା ଶ୍ରଦ୍ଧାଳୁ ମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ତୁରନ୍ତ ଏହି କେନ୍ଦ୍ରରେ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି ସଂଘର ଆବାହକ ସୀତାଂଶୁ ମହାପାତ୍ର lଏହି ଉଦ୍ଘାଟନ ଉତ୍ସବରେ ଭଗତ ସେନାର ସମସ୍ତ କର୍ମୀ ଉପସ୍ଥିତ ଥିଲେ l

Related Posts

About The Author

Add Comment