Homeଜିଲ୍ଲା ପରିକ୍ରମାକଟକଦେବୀ ନଦୀରୁ ମୃତଦେହ ଉଦ୍ଧାର , କାଠଯୋଡ଼ି ପୋଲରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ବୋଲି ସନ୍ଦେହ ଦେବୀ ନଦୀରୁ ମୃତଦେହ ଉଦ୍ଧାର , କାଠଯୋଡ଼ି ପୋଲରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ବୋଲି ସନ୍ଦେହ Sandhan News | October 16, 2019 | Spread the love କଟକ, ୧୬/୧୦ (ସନ୍ଧାନ ନିଉଜ) : ରାହାମା ନିକଟ ଦେବୀ ନଦୀରୁ ବୁଧବାର ଏକ ଅଚିହ୍ନା ମୃତଦେହ ମଳିଥିବା ଜଣାପଡ଼ିଛି। ଉକ୍ତ ମୃତଦେହଟି କାଠଯୋଡ଼ି ପୋଲରୁ ନଦୀରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି। ଏଯାବତ ମୃତଦେହ ଚିହ୍ନଟ ହୋଇନଥିବାରୁ ତାହା ଦେବବ୍ରତଙ୍କ ମୃତଦେହ ବୋଲି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। Related Posts ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା; ଜଣେ ବାଇକ ଚାଳକଙ୍କ ମୃତ୍ୟୁ April 5, 2021 | Sandhan News | ଅଧିକ ପଢନ୍ତୁ ସ୍ୱର୍ଗତ କଳ୍ପତରୁ ଦାସଙ୍କ ୭ମ ଶ୍ରାଦ୍ଧ ବାର୍ଷିକ ଅବସରରେ ଧର୍ମଶାଳା ବିଜୁ ଜନତା ଦଳ ତରଫରୁ ଶ୍ରଦ୍ଧାଞ୍ଜଳି ସଭା July 25, 2022 | Sandhan News | ଅଧିକ ପଢନ୍ତୁ ହୋଣ୍ଡା କର୍ମଚାରୀଙ୍କ ମୃତ୍ୟୁ ସନ୍ଧେହ ଘେରରେ April 26, 2022 | Sandhan News | ଅଧିକ ପଢନ୍ତୁ ବାତ୍ୟା ପରେ ବନ୍ୟା ଭୟ, ମୟୂରଭଞ୍ଜରେ ଲକ୍ଷେ ଲୋକ ସ୍ଥାନାନ୍ତର May 26, 2021 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ସ୍ୱର୍ଗତ କଳ୍ପତରୁ ଦାସଙ୍କ ୭ମ ଶ୍ରାଦ୍ଧ ବାର୍ଷିକ ଅବସରରେ ଧର୍ମଶାଳା ବିଜୁ ଜନତା ଦଳ ତରଫରୁ ଶ୍ରଦ୍ଧାଞ୍ଜଳି ସଭା July 25, 2022 | Sandhan News | ଅଧିକ ପଢନ୍ତୁ