କଟକରୁ ବ୍ରାଉନ ସୁଗାର ଜବତ

Spread the love

କଟକ, ୧୬/୯ (ସନ୍ଧାନ ନିୟୁଜ) ସିଲଭର ସିଟି କଟକରୁ ଜବତ ହୋଇଛି ଧଳା ଜହର । ସୂଚନା ଅନୁସାରେ, ଗଡଗଡିଆ ଘାଟ ନିକଟରୁ ପ୍ରାୟ ୯୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ମିଳିଛି । ଅବକାରୀ ଗୁଇନ୍ଦା ବିଭାଗ ଏହାକୁ ଜବତ କରି ବଳରାମ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Report- Prakash Rout

Related Posts

About The Author

Add Comment