ଆମ୍ରି ହସ୍ପିଟାଲ୍‌ସରେ ଫିଜିଓଥେରାପି କାର୍ଯ୍ୟକ୍ରମ

Spread the love

ଭୁବନେଶ୍ବର, ୮/୯ (ସନ୍ଧାନ ନିଉଜ) : ଆମ୍ରି ହସ୍ପିଟାଲ୍‌ସ ଭୁବନେଶ୍ବର ପକ୍ଷରୁ ବିଶ୍ବ ଫିଜିଓଥେରାପି ଦିବସ ଉପଲକ୍ଷେ ଆଜି ଏକ କଣ୍ଟିନିଅସ୍ ଫିଜିଓଥେରାପି ଏଜୁକେସନ୍ (ସିପିଇ) କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୧୦୦ରୁ ଅଧିକ ଫିଜିଓଥେରାପି ବିଶାରଦ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଇଏଚ୍‌ଏସ୍‌ର ପ୍ରଫେସର ଏସ୍‌ ଶ୍ରୀନିବାସ ରାଓ ଏବଂ ସମ୍ମାନିତ ଅତିଥି ଭାବେ ଏସ୍‌ଭିନିର୍‌ତାର୍‌ର ଏଚ୍‌ଓଡି ଡକ୍ଟର ପତିତପାବନ ମହାନ୍ତି ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆମ୍ରି ହସ୍ପିଟାଲ୍‌ସ ଭୁବନେଶ୍ବରର ୟୁନିଟ୍ ମୁଖ୍ୟ ଡକ୍ଟର ଅନୁଜ ତିୱାରୀ, ଏଭିପି (ଅପରେସନ) ନିଲଞ୍ଜନା ମୁଖାର୍ଜୀ, ମହାପ୍ରବନ୍ଧକ ମହମ୍ମଦ ଜାଭେଦ ଉପସ୍ଥିତ ଥିଲେ।

Related Posts

About The Author

Add Comment