କାଲି ଦେବସ୍ନାନ ପୂର୍ଣ୍ଣିମା : ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ, ହାତୀବେଶରେ ଦର୍ଶନ ଦେବେ ଚତୁର୍ଦ୍ଦାମୂର୍ତ୍ତି

Spread the love

ପୁରୀ:୧୬/୬ (ସନ୍ଧାନ ନିୟୁଜ) ଆସନ୍ତା କାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୂ। ସ୍ନାନ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଗଜାନନ ବେଶରେ ଦର୍ଶନଦେବେ ଚତୁର୍ଦ୍ଧା ମୂର୍ତ୍ତି। ସ୍ନାନପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ସେଥିପାଇଁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ଶ୍ରୀକ୍ଷେତ୍ରରେ ଭିଡ଼ ଜମିଛି। ଏବେ ଚାଲିଛି ଶ୍ରୀଜିଉଙ୍କ ସେନାପଟା। ସେଥିଲାଗି ଦିନ ୨ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିଛି।

Related Posts

About The Author

Add Comment