କିଏ ହେଲେ କ୍ୟାବିନେଟ୍ ମନ୍ତ୍ରୀ ଏବଂ କିଏ ହେଲେ ରାଷ୍ଟ୍ର ମନ୍ତ୍ରୀ ଜାଣନ୍ତୁ

Spread the love

ଭୁବନେଶ୍ୱର ୨୯/୫ (ସନ୍ଧାନ ନିୟୁଜ) ଆସନ୍ତାକାଲି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ପୂର୍ବାହ୍ନ ସାଢ଼େ ୧୦ଟାରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ ବୋଲି ଆଜି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ

କ୍ୟାବିନେଟ୍ ମନ୍ତ୍ରୀ ଭାବେ
୧. ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୨.ବିକ୍ରମ କେଶରୀ ଆରୁଖ
୩. ପ୍ରଫୁଲ୍ଲ କୁମାର ମଲ୍ଲିକ
୪. ନିରଞ୍ଜନ ପୂଜାରୀ
୫. ପଦ୍ମନାଭ ବେହେରା
୬. ପ୍ରତାପ ଜେନା
୭. ଅରୁଣ କୁମାର ସାହୁ
୮. ସୁଦାମ ମାରାଣ୍ଡି
୯. ସୁଶାନ୍ତ ସିଂହ
୧୦. ନବକିଶୋର ଦାସ
୧୧. ଟୁକୁନି ସାହୁ

ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ଆସନ୍ତାକାଲି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ପୂର୍ବାହ୍ନ ସାଢ଼େ ୧୦ଟାରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ ବୋଲି ଆଜି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ

କ୍ୟାବିନେଟ୍ ମନ୍ତ୍ରୀ ଭାବେ
୧. ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୨.ବିକ୍ରମ କେଶରୀ ଆରୁଖ
୩. ପ୍ରଫୁଲ୍ଲ କୁମାର ମଲ୍ଲିକ
୪. ନିରଞ୍ଜନ ପୂଜାରୀ
୫. ପଦ୍ମନାଭ ବେହେରା
୬. ପ୍ରତାପ ଜେନା
୭. ଅରୁଣ କୁମାର ସାହୁ
୮. ସୁଦାମ ମାରାଣ୍ଡି
୯. ସୁଶାନ୍ତ ସିଂହ
୧୦. ନବକିଶୋର ଦାସ
୧୧. ଟୁକୁନି ସାହୁ

ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ

୧. ଅଶୋକ ଚନ୍ଦ୍ର ପଣ୍ଡା
୨. ସମୀର ରଞ୍ଜନ ଦାସ
୩. ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
୪. ଦିବ୍ୟଶଙ୍କର ମିଶ୍ର
୫. ପ୍ରେମାନନ୍ଦ ନାୟକ
୬. ରଘୁନନ୍ଦନ ଦାସ
୭. ପଦ୍ମିନୀ ଦିଆନ୍
୮. ତୁଷାରକାନ୍ତି ବେହେରା
୯. ଜଗନ୍ନାଥ ସାରକା
ଶପଥ ଗ୍ରହଣ କରିବେ।

୧. ଅଶୋକ ଚନ୍ଦ୍ର ପଣ୍ଡା
୨. ସମୀର ରଞ୍ଜନ ଦାସ
୩. ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
୪. ଦିବ୍ୟଶଙ୍କର ମିଶ୍ର
୫. ପ୍ରେମାନନ୍ଦ ନାୟକ
୬. ରଘୁନନ୍ଦନ ଦାସ
୭. ପଦ୍ମିନୀ ଦିଆନ୍
୮. ତୁଷାରକାନ୍ତି ବେହେରା
୯. ଜଗନ୍ନାଥ ସାରକା
ଶପଥ ଗ୍ରହଣ କରିବେ।

Related Posts

About The Author

Add Comment