ଭୁବନେଶ୍ୱର୨୨ /୩ (ସନ୍ଧାନ ନିୟୁଜ) : ସାଧାରଣ ନିର୍ବାଚନ ପାଇଁ ବିଜେପି ଗତକାଲି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ସାରା ଦେଶର ୧୮୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦିଆଯାଇଛି। ଏଥିରେ ଓଡ଼ିଶାରୁ ୧00 ଜଣଙ୍କ ନାଁ ରହିଛି। ତା’ସହିତ ଓଡ଼ିଶାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଦଳ ତାଲିକା ପ୍ରକାଶ କରିଛି। ବିଧାନସଭା ନିର୍ବାଚନ ପାଇଁ କାହାକୁ କେଉଁ ଆସନରୁ ପ୍ରାର୍ଥୀ କରାଯାଇଛି, ତା’ର ଏକ ତାଲିକା ନିମ୍ନରେ ଦିଆଯାଇଛି।
ପଦ୍ମପୁର- ପ୍ରଦୀପ ପୁରୋହିତ
ବରଗଡ଼- ଅଶ୍ୱିନୀ ଷଡ଼ଙ୍ଗୀ
ବ୍ରଜରାଜନଗର- ରାଧାରାଣୀ ପଣ୍ଡା
ତଳସରା- ଭବାନୀ ଭୋଇ
ସୁନ୍ଦରଗଡ଼- କୁସୁମ ଟେଟେ
ବୀରମିତ୍ରପୁର- ଶଙ୍କର ଓରାମ୍
ରଘୁନାଥପାଲି- ଜଗବନ୍ଧୁ ବେହେରା
ରାଉରକେଲା- ନିହାର ରାୟ
ରାଜଗାଙ୍ଗପୁର- ନରସିଂହ ମିଞ୍ଜ
ବଣାଇ- ଅନୀଲ ବାର୍ତ୍ତା
କୁଚିଣ୍ଡା- ରବି ନାରାୟଣ ନାୟକ
ରେଙ୍ଗାଲି- ନାଉରି ନାୟକ
ସମ୍ୱଲପୁର- ଜୟନାରାୟଣ ମିଶ୍ର
ତେଲକୋଇ- ଧନୁଜୟ ସିଦ୍ଧୁ
ଘସିପୁରା- ପୃଥ୍ୱୀରାଜ କହଁର
ଆନନ୍ଦପୁର- ଭାଗୀରଥି ସେଠି
ପାଟଣା- ଭବାନୀ ଶଙ୍କର ନାୟକ
କେନ୍ଦୁଝର- ମୋହନ ମାଝି
ଯଶୀପୁର- ଗଣେଶରାମ୍ ଖୁଣ୍ଟିଆ
ସାରସକଣା- ଡ. ବୁଧାନ ମୁର୍ମୁ
ବାଙ୍ଗିରିପୋଷି- ସୁକୁଡ଼ା ମୁର୍ମୁ
କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
ଉଦଳା- ଭାସ୍କର ମଢ଼େଇ
ବଡ଼ସାହି- ସନାତନ ବିଜୁଳି
ବାରିପଦା- ପ୍ରକାଶ ସୋରେନ୍
ଜଳେଶ୍ୱର- ଜୟ ନାରାୟଣ ମହାନ୍ତି
ବାଲେଶ୍ୱର- ମଦନମୋହନ ଦତ୍ତ
ରେମୁଣା- ଗୋବିନ୍ଦ ଚନ୍ଦ୍ର ଦାସ
ସୋର- ରାକେଶ ମଲ୍ଲିକ
ସିମୁଳିଆ- ପଦ୍ମଲୋଚନ ପଣ୍ଡା
ବାସୁଦେବପୁର- ମାଧବାନନ୍ଦ ମଲ୍ଲିକ
ଧାମନଗର- ବିଷ୍ଣୁ ସେଠୀ
ଚାନ୍ଦବାଲି- ମନମୋହନ ସାମଲ
ବିଞ୍ଝାରପୁର- ବବିତା ମଲ୍ଲିକ
ବରୀ- ବିଶ୍ୱ ରଞ୍ଜନ ମଲ୍ଲିକ
ବଡ଼ଚଣା- ଅମର ନାୟକ
ଧର୍ମଶାଳା- ତୁଷାର ପରିଡ଼ା
ଯାଜପୁର- ଗୌତମ ରାୟ
କୋରେଇ- ବିଶ୍ୱଜିତ ନାୟକ
ସୁକିନ୍ଦା- ପ୍ରଦୀପ ବଳସାମନ୍ତ
ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର
ହିନ୍ଦୋଳ- ଅଶୋକ ନାୟକ
କାମାକ୍ଷାନଗର- ଶତ୍ରୁଘ୍ନ ଜେନା
ପରଜଙ୍ଗ- ବିଭୁତି ପ୍ରଧାନ
ପାଲଲହଡ଼ା- ଅଶୋକ ମହାନ୍ତି
ତାଳଚେର- କାଳନ୍ଦି ସାମଲ
ସତ୍ୟବାଦୀ- ଓମ୍ ପ୍ରକାଶ ମିଶ୍ର
ପିପିଲି- ଅଶ୍ରିତ ପଟ୍ଟନାୟକ
ଭୁବନେଶ୍ୱର (ମଧ୍ୟ)- ଜଗନ୍ନାଥ ପ୍ରଧାନ



