ଭୁବନେଶ୍ୱର, ୦୮/୦୭ (ସନ୍ଧାନ ନିଉଜ) : ରାଜ୍ୟରେ ଆଜି ପୁଣି ନୂଆ 495 କରୋନା ଆକ୍ରାନ୍ତ ଚିହ୍ନଟ । ସେଥିମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ 355 ହୋଇଥିବାବେଳେ ଲୋକାଲ କେସ ରହିଛି 140 । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାଙ୍କ ମଧ୍ୟରେ ଅନୁଗୁଳରୁ 24, ବାଲେଶ୍ୱରରୁ 13, ବଲାଙ୍ଗିର 2, ଭଦ୍ରକ 12, କଟକ 13, ଢ଼େଙ୍କାନାଳ 1, ଗଜପତି 7, ଗଞ୍ଜାମ 216, ଜଗତସିଂହପୁର 12, ଯାଜପୁର 1, ଝାରସୁଗୁଡା 8, କନ୍ଧମାଳ 8, କେନ୍ଦ୍ରାପଡା 11, କେନ୍ଦୁଝର 5, ଖୋର୍ଦ୍ଧା 50, କୋରୋପୁଟ 5, ମାଲକାନଗିରି 5, ମୟୁରଭଞ୍ଜ 28, ନବରଙ୍ଗପୁର 11, ନୟାଗଡ଼ 1, ପୁରୀ 18 ଚିହ୍ନଟ । ଏହାସହ ସମ୍ୱଲପୁର 6, ସୋନପୁର 2, ସୁନ୍ଦରଗଡ଼ 36 ।
ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାଙ୍କୁ ମିସାଇ ରାଜ୍ୟରେ 8601 । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଯାହାକୁ ନେଇ ରାଜ୍ୟବାସୀ ଚିନ୍ତାପ୍ରକଟ କରିଛନ୍ତି ।