ନୂଆ ଦିଲ୍ଲୀ, ୫/୨/୨୦ (ସନ୍ଧାନ ନିଉଜ) : ନିର୍ଭୟା କେସରେ ଦୋଷୀ ଅକ୍ଷୟ ଠାକୁରର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ବୁଧବାର (୫ ଫେବ୍ରୁଆରୀ) ରେ ଖାରଜ କରିଦେଇଛନ୍ତି। ଏହା ପୂର୍ବରୁ ମୁକେଶ ଏବଂ ବିନୟର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ କରାଯାଇଥିଲା। ପବନ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯାଚିକା ଦାଖଲ କରିନାହିଁ। ଅକ୍ଷୟ, ରାଜକ୍ଷମା ପାଇଁ ଏକ ଫେବ୍ରୁଆରିରେ ଆବେଦନ କରିଥିଲା, ରାଷ୍ଟ୍ରପତି ଏହାକୁ ଆଜି ଖାରଜ କରିଛନ୍ତି।
ନିର୍ଭୟା କେସରେ ଦୋଷୀ ଅକ୍ଷୟ ଠାକୁରର ରାଜକ୍ଷମା ଖାରଜ
|
February 5, 2020 |



