୯ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

Spread the love

ରାୟଗଡ଼ା, ୧୬/୧୨ (ସନ୍ଧାନ ନିଉଜ) : ଟିକିରି ଓଡ଼କଣା ଛେଳିଆ ମାଝୀ ହତ୍ୟା ମାମଲାର ୯ ହତ୍ୟାକାରୀଙ୍କୁ ସୋମବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଜିଲା ଓ ଦୌରା ଜଜ୍‍ ଏହି ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ କାରା ଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନାଯୋଗ୍ୟ, ୨୦୧୭ ମସିହା ନଭେମ୍ବର ୩୦ ତାରିଖରେ ହତ୍ୟାକାରୀମାନେ ଛେଳିଆ ମାଝୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଛେଳିଆଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ।

Related Posts

About The Author

Add Comment