ମାଲକାନଗିରି, ୧୮/୩/୨୦ (ସନ୍ଧାନ ନିଉଜ): ମାଲକାନଗିରି ଜିଲ୍ଲା ପୋଲିସ ନିକଟରେ ଆଜି ୮ଜଣ ନକ୍ସଲ୍ବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଭାସ୍କର ଖିଲ୍ଲା ଓରଫ ବାସୁ, ଯୋଗୀ ଖାରା ଓରଫ ଯୋଗିଆ, ତ୍ରିନାଥ ଖିଲ୍ଲା, ରାଧବ ଖିଲ୍ଲା, ଖାତ୍ରୁ ହନ୍ତାଳ, ରଘୁରାମ ହନ୍ତାଳ ଓରଫ ଚିଙ୍ଗୁଡୁ ଓ ନିନ୍ଦୁ ପାଙ୍ଗି। ଏହାଛଡା ଦୁର୍ଦ୍ଦାନ୍ତ ନକ୍ସଲ୍ ସାମ୍ବା ଖାରା ଓରଫ ରଣଦେବ ଓରଫ ଦେବା ମଧ୍ୟ ଆତ୍ମସମର୍ପଣ କରିଛି। ଏହି ସମୟରେ ପୋଲିସ କାର୍ଯ୍ୟାଳୟରେ ଏସ୍ ପି. ଋଷିକେଶ ଖିଲାରୀ ଓ ବିଏସ୍ଏଫ୍ କମାଣ୍ଡାଣ୍ଡ୍ ଏ କେ ଆର୍ଯ୍ୟ ଉପସ୍ଥିତ ଥିଲେ।
୮ ନକ୍ସଲଙ୍କ ଆତ୍ମସମର୍ପଣ
|
March 18, 2020 |