୬୦ ଶ୍ରମିକ ଉଦ୍ଧାର : ଟ୍ରଲରକୁ ୧୦ ହଜାର ଟଙ୍କା ଫାଇନ
୬୦ ଶ୍ରମିକ ଉଦ୍ଧାର : ଟ୍ରଲରକୁ ୧୦ ହଜାର ଟଙ୍କା ଫାଇନ
Manas Kumar Rout |
March 31, 2020 |
ଭଦ୍ରକ,୩୧/୦୩ (ସନ୍ଧାନ ନିୟୁଜ) ୧୬ନଂ ଜାତୀୟ ରାଜପଥ ଆରଡି ଛକ ନିକଟରେ ଏକ ଟ୍ରଲରେ ୬୦ ଜଣ ଶ୍ରମିକ ଖୋର୍ଦ୍ଧାରୁ ଝାରଖଣ୍ଡ ଯାଉଥିଲେ। ଏହି ସମୟରେ ଭଦ୍ରକ ସହରାଞ୍ଚଳ ପୋଲିସ, ଜିଲ୍ଲା ପ୍ରଶାସନ ଓ RTO କର୍ମଚାରୀ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଅଟକାଥିଲେ। ଏହି ଗାଡିକୁ ୧୦ହଜାର ଟଙ୍କା ଫାଇନ କରାଯାଇଛି। ଏହି ଶ୍ରମିକଙ୍କୁ ରହିବାର ବନ୍ଦୋବସ୍ତ ଜିଲ୍ଲା ପ୍ରଶାସନ କରୁଛନ୍ତି ।
Related Posts
About The Author