ଯାଜପୁର, ୧୨/୦୬/୨୦ (ସନ୍ଧାନ ନିଉଜ) : ମନରେଗା ଯୋଜନାରେ ଯାଜପୁର ଜିଲ୍ଳ୍ାରେ ୫ ଲକ୍ଷ ଟପିଚ୍ଥି କର୍ମ ଦିବସ । ଚଳିତ ମାସ ୧୨ ତାରିଖ ସୁଦ୍ଧା ଜିଲ୍ଳ୍ାର ୧୦ଟି ଯାକ ବ୍ଳ୍କରେ ମୋଟ ୫୦୧୯୫୪ ଟି କର୍ମ ଦିବସ ହୋଇପାରିଚ୍ଥି । ଏହି କର୍ମ ଦିବସ ପାଇଁ ବିନିଯୋଗ ହୋଇଚ୍ଥି ୧୩୬୪.୮୯ ଲକ୍ଷ ଟଙ୍କା । ବଡଚଣା ବ୍ଳ୍କରେ ୩୪୧୭୭ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୧୦.୬୩ ଲକ୍ଷ ଟଙ୍କା । ସେହିପରି ବରୀ ବ୍ଳ୍କରେ ୫୭୨୨୪ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୩୬.୦୪ ଲକ୍ଷ ଟଙ୍କା । ବିଂଝାରପୁର ବ୍ଳ୍କରେ ୮୨୬୬୨ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୮୯.୮୧ ଲକ୍ଷ ଟଙ୍କା । ଦାନଗଦୀ ବ୍ଳକରେ ୨୦୯୬୯ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୭୧.୫୧ ଲକ୍ଷ ଟଙ୍କା । ଦଶରଥପୁର ବ୍ଳକରେ ୧୧୬୩୭୯ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୨୯୭.୮୪ ଲକ୍ଷ ଟଙ୍କା । ଧର୍ମଶାଳା ବ୍ଳ୍କରେ ୩୮୫୧୪ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୧୧.୦୮ ଲକ୍ଷ ଟଙ୍କା । ଯାଜପୁର ବ୍ଳ୍କରେ ୪୭୫୯୬ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୨୦.୮୮ ଲକ୍ଷ ଟଙ୍କା । କୋରେଇ ବ୍ଳ୍କରେ ୫୧୭୯୫ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୪୭.୮୪ ଲକ୍ଷ ଟଙ୍କା । ରସୁଲପୁର ବ୍ଳ୍କରେ ୧୪୪୪୨ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୬୪.୩୩ ଲକ୍ଷ ଟଙ୍କା । ସୁକିନ୍ଦା ବ୍ଳ୍କରେ ୩୮୧୯୬ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୧୩.୮୫ ଲକ୍ଷ ଟଙ୍କା । ଏହି ସପଂଳତା ସହ ଜିଲ୍ଳ୍ା ୫ ନମ୍ୱର ସ୍ଥାନରେ ରହିଚ୍ଥି । ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି । ଏଥିରେ ଜଡିତ ସମସ୍ତ କର୍ମଚାରୀ ଯେଊଁମାନେ ସେମାନଙ୍କ ଶ୍ରମକୁ ଏଥିରେ ବ୍ୟୟ କରିଚ୍ଥନ୍ତି ଓ ଅଧିକାରୀ, କର୍ମଚାରୀ ଯେଉଁମାନେ ଏହାକୁ ସପଂଳ କରାଇଚ୍ଥନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଚ୍ଥନ୍ତି ଜିଲ୍ଳ୍ାପାଳ ରଂଜନ କୁମାର ଦାସ । ସେହିପରି ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଚ୍ଥନ୍ତି ।
୫ ଲକ୍ଷ ଟପିଲା ମନରେଗା ରେ କର୍ମ ଦିବସ ।
|
June 13, 2020 |
