୪୨ ମୌଜାରେ  ଆଦର୍ଶ ମହିଳା କାଞ୍ଚନ ସାହାଣୀଙ୍କ ସ୍ମୃତି ଚାରଣ

Spread the love
କଟକ, ୩୦/୧୧/୨୦୨୧ (ସନ୍ଧାନ ନିଉଜ) – ୪୨ ମୌଜା ଝାରକଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଧର୍ମପ୍ରାଣା ମହିଳା କାଞ୍ଚନ ସାହାଣୀ (୬୦)ଙ୍କ ଦ୍ବାଦଶାହରେ ଗୋବିନ୍ଦପୁର ଗ୍ରାମର ମୁଖ୍ୟ ବାୟକ ସଚ୍ଚିଦାନନ୍ଦ ମୁଦୁଲିଙ୍କ ତତ୍ତ୍ଵାବଧାନରେ ଏକ ସଙ୍କୀର୍ତ୍ତନ କାର୍ଯ୍ୟକର୍ମ ଅନୁଷ୍ଠିତ ହେବାସହିତ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକର୍ମରେ ୬ ଗୋଟି ପଞ୍ଚାୟତ ସଙ୍କୀର୍ତ୍ତନ ମଣ୍ଡଳୀ  ଓ ଗ୍ରାମବାସୀ ଯୋଗ ଦେଇ ଥିବାବେଳେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରିନ୍ସ ପରିଡ଼ା,ପ୍ରସନ୍ନ ପରିଡା,ସଚିତ୍ର ମୁଦୁଲି,ଦୋଳଗୋବିନ୍ଦ ପରିଡ଼ା, ସୁନିଲ ସାହାଣୀ,ପ୍ରଶାନ୍ତ ପରିଡ଼ା ସରୋଜ ସାହାଣୀ,ଦେବୀପ୍ରସାଦ ରଥ,ଭଗବାନ ପରିଡ଼ା,ପ୍ରକାଶ ମୁଦୁଲି,ମିଟୁ ସ୍ବାଇଁ, ପ୍ରତାପ ପରିଡ଼ା, ସମୀର ପାଣି,ସନ୍ତୋଷ ରଥ,ମନୁ ରାଉଳ, ମିହିର ସ୍ବାଇଁ ,ଅମରେନ୍ଦ୍ର ସ୍ବାଇଁ,ବୁଲୁ ପାଣି,ଶରତ ରଥ,ଚନ୍ଦନ  ମହାନ୍ତି,ଶରତ ମୁଦୁଲି ପ୍ରମୁଖ ଉପସ୍ଥିତ ରହିଥିଲେ।

Related Posts

About The Author

Add Comment