୩୧ ଜୁଲାଇ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ଲକ୍‌ଡାଉନ୍

Spread the love

କୋଲକାତା ୨୫ /୦୬ (ସନ୍ଧାନ ନିଉଜ) କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦିନ ରାଜ୍ୟରେ ୩୧ ଜୁଲାଇ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ବର୍ତ୍ତମାନ ହୋଇଥିବା ଲକଡାଉନ୍ ୩୦ ଜୁନ୍ ରେ ଶେଷ ହେବ। ରାଜ୍ୟ ସଚିବାଳୟ ସମ୍ମୁଖରେ ଥିବା ଅଡିଟୋରିୟମରେ ଏକ ସର୍ବଦଳୀୟ ବୈଠକରେ ଯୋଗଦେବା ପରେ ବାନାର୍ଜୀ କହିଛନ୍ତି ଯେ ନେତାଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି, କିନ୍ତୁ ଶେଷରେ ନିଷ୍ପତ୍ତି ନିଆଯାଇଛି ଯେ ଜୁଲାଇ ଶେଷ ସୁଦ୍ଧା କିଛି କୋହଳ ସହିତ ଲକ୍ଡାଉନ୍ ବୃଦ୍ଧି କରାଯିବ।

Related Posts

About The Author

Add Comment