୩ବର୍ଷ ହେଲା ମିଳିଲାନି ହରିଶ୍ଚନ୍ଦ୍ର ସହାୟତା ଏବଂ ଅନ୍ୟ ସରକାରୀ ସୁବିଧା -ମୋ ସରକାର ମୋ ପରିବାର କାହା ପାଇଁ ?
୩ବର୍ଷ ହେଲା ମିଳିଲାନି ହରିଶ୍ଚନ୍ଦ୍ର ସହାୟତା ଏବଂ ଅନ୍ୟ ସରକାରୀ ସୁବିଧା -ମୋ ସରକାର ମୋ ପରିବାର କାହା ପାଇଁ ?
Manas Kumar Rout |
May 7, 2020 |


କାକଟପୁର, ୦୭/୦୫ (ସନ୍ଧାନ ନିଉଜ) ଗରିବ ମାନଙ୍କ ପାଇଁ ସରକାର କରୁଛନ୍ତି ଵିଭିନୄ ପକାର ଜନ ମଙ୍ଗଳ କାରି ଯୋଜନା ହେଲେ ସାଧାରଣ ଜନତା କଣ ସତରେ ଏହାର ସୁଫଳ ମିଳୁଛି ତ ? ଓଡ଼ିଆ ଏକ ଗରିବ ରାଜ୍ୟ ହୋଇ ଥିବାରୁ ରାଜ୍ୟ ସରକାରକ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆରମ୍ଭ କରିଛନ୍ତି ବିଭିନ୍ନ ପ୍ରକାର ଜନ ମଗଳ ଯୋଜନା ହେଲେ ଏହାର ଵାସୃବ ରୂପ ସପୁନ୍ ଅଲଗା । ଏପରି ଏକ ଘଟଣା ଦେଖି ବାକୁ ମିଳିଛି କାକଟପୁର ବ୍ଲକ ଓଥକା ପଚାୟତ ଚଣ୍ଡୀକୁଦ ଗାଁ ର ମିଟୁ ଵେହେରା ପାଖରେ । ରାଜ୍ୟ ସରକାରଙ୍କ ଯୋଜନା ମଲା ଠାରୁ ଜନ୍ମ ପର୍ଯ୍ୟନ୍ତ ଗତ ତିନି ବର୍ଷ ତଳେ ମିଟୁ କ ର ମା ମରି ଥିଲେ ସରକାରୀ ସାହାଯ୍ୟ ଭାବେ ହରିଶଚଦ ଯୋଜନା ରୁ ସାହାଯ୍ୟ ପାଇବା କଥା ନିୟମ ମୁତାବକ ସମସ୍ତ କାଗଜପତ ପତ୍ର ସରପଞ୍ଚ ନେଲେ କହିଲେ ଶୁଦ୍ଧିକ୍ରିୟା ଫୂବରୁ ସରକାରୀ ସାହାଯ୍ୟ ମିଳିଯିବ ହେଲେ ସବୁ ଫସର ଫାଟି ଗଲା ସରପଞ୍ଚ କଥା କଥାରେ ରହିଗଲା ତିନି ବର୍ଷ ବିତିଗଲା ମିଳି ପାରିଲା ନାହିଁ ସରକାରୀ ସାହାଯ୍ୟ ନା ଆଉ କିଛି । ନାହିଁ ନାହିଁ ରେ ଚାଲି ଛି ମିଟୁ ପରିବାର ସରକାରୀ ସାହାଯ୍ୟ କିଛି ଵି ନାହିଁ। ନା ଅଛି ରାସନ ନା ଅଛି ଈଦିରା ଆବାସ ବର୍ଷ ପୂର୍ବେ ଫନି ବତାଷି ରେ ଘର ପାନବରଜ ଭାଗିଗଲା ତଥାପି ମିଳି ପାରିଲା ନାହିଁ ସରକାରୀ ସାହାଯ୍ୟ । କଅଣ ମିଟୁ କ ର ଏହି ଭିଡିଓ ସରକାରୀ ଯୋଜନା କୁ ଆଖିଠାର ମାରୁନି ତ ? କଅଣ ଓଥକା ସରପଞ୍ଚ ଭିଡ଼ିଓ କନ୍ ଫେରନସ ରେ ଆମ ଗାଁ ଆମ ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ କ ଠାରୁ ଏହା ଶିଖି ଥିଲେ । ପ୍ରଶ୍ନ ଉଠେ ଇଦ୍ଦିରା ଆବାସ ଯୋଗ୍ୟ ହିତାଧିକାରୀ କିଭଳି ପାଈଲେ ଘର ପଇସା।
Report:- Alekha kumar Biswal

Related Posts
About The Author