୨୭ରେ ଶ୍ରୀରାମ ମନ୍ଦିର ଭୂମିପୂଜନ ଉତ୍ସବରେ ଯୋଗଦେବେ ପ୍ରତାପ, ଅପରାଜିତା

Spread the love

ବାରିପଦା, 25.11.2020 (ଲିଙ୍ଗରାଜ ପଣ୍ଡା)-ଭୁଗୁଡାକଟା ଟେମ୍ପଲ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ୨୬ ନମ୍ବର ୱାର୍ଡ ଭୁଗୁଡାକଟା ପ୍ରାଇମେରୀ ସ୍କୁଲ ଓ ଶ୍ରୀଶ୍ରୀ ଆଖଣ୍ଡଳମଣି ମନ୍ଦିର ସନ୍ନିକଟରେ ଆଗାମୀ ୨୭ ତାରିଖ ଶୁକ୍ରବାର ପୂର୍ବାହ୍ନ ସାଢେ ୧୧ଟା ସମୟରେ ଶ୍ରୀରାମ ମନ୍ଦିର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହେବାର । ପ୍ରକାଶ ସୋରେନ ପ୍ରମୁଖ ଯୋଗ ଦେବେ ଜୀବନ ସାହୁ ମନ୍ଦିର ନିର୍ମାଣ ସଂପର୍କରେ ହେମନ୍ତ ସାହା, ଲକ୍ଷ୍ମଣ ତ୍ରିପାଠୀ, ଦୀପକ କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ଏଥିସକାଶେ ଆଜି ଏଠାରେ ସୂଚନା ଦେବା ସହ ସଫଳତା ପାଇଁ ମଲ୍ଲିକ, ଅନିତା ସେଠୀ, ହେମଲତା ଦାସ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ; ଦୁଇ ଟ୍ରଷ୍ଟର ସଂପାଦକ ଲକ୍ଷ୍ମୀଧର ହାବୋଡାଙ୍କ ସହଯୋଗ କାମନା କରିଛନ୍ତି । ଏଥିରେ ସସ୍ମିତା ପୃଷ୍ଟି, ଇନ୍ଦୁଭୂଷଣ ଜେନା, ସୁଧୀର ସାଂସଦ ଅପରାଜିତା ଷଡଙ୍ଗୀ ପୌରୋହିତ୍ୟରେ ଏକ ପ୍ରସ୍ତୁତି ବୈଠକ ନଗର ସଭାପତି ନିରଂଜନ ଦାସ, ମହାନ୍ତି, ରସିକାନନ୍ଦ ମିଶ୍ର, ବିଜୟ ମହାନ୍ତ (ଭୁବନେଶ୍ୱର) ଓ ଇଂ ବିଶ୍ଵେଶ୍ଵର ଟୁଡୁ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶୋଭାବତୀ ଓତା, ଅବନୀ ମହାନ୍ତ, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ (ମୟୂରଭଞ୍ଜ) ଏବଂ ବାରିପଦା ବିଧାୟକ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରୋତ୍ତମ ପାଣିଗ୍ରାହୀ, ସୁନୀଲ ନାୟକ, କରିଥିଲେ।

 

Related Posts

About The Author

Add Comment