୧/୨/୨୦ (ସନ୍ଧାନ ନିଉଜ) : ଆଜି ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସେହିପରି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର କାମ ୨୦୨୩ ସୁଦ୍ଧା ସରିବ ଓ ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ୱେର କାମ ଆରମ୍ଭ ହେବ। ୨୦୨୦-୨୧ ବଜେଟରେ ମୋଦି-୨ ସରକାର ପରିବହ ଭିତ୍ତିଭୂମି ପାଇଁ ୧.୭ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ପୁନଶ୍ଚ ବିଜୁଳି ଓ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରର ବିକାଶ ପାଇଁ ୨୨ ହଜାର କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି।
ରେଳ ଟ୍ରାକ ନିକଟରେ ସୋଲାର ପ୍ୟାନେଲ ମଧ୍ୟ ନିର୍ମାଣ କରାଯିବାର ବ୍ୟବସ୍ଥା କରାଯାଇଛି।