୨୦୧୭ ମାଟ୍ରିକ ବ୍ୟାଚର ବନ୍ଧୁ ପାଇଁ ଦିନଟିଏ କାର୍ଯ୍ଯକ୍ରମ । 

Spread the love
କଟକ, :  ୧ /୨/୨୬  (ସନ୍ଧାନ ନ୍ୟୁଜ )  କଟକ ଜିଲ୍ଲା ସୁରେନ୍ଦ୍ରନାଥ ବିଦ୍ୟାପୀଠ ୨୦୧୭ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ପର୍ବ ”ବନ୍ଧୁ ପାଇଁ ଦିନଟିଏ” କାର୍ଯ୍ଯକ୍ରମ  ହରିପୁର ମହାନଦୀ ତଟରେ ଅନୁଷ୍ଠିତ ହୋଇଯାଇଛି  । ଏହି ବନ୍ଧୁ ମିଳନ ପର୍ବରେ ହିମାଂଶୁ ସାହୁ,ସ୍ବଦେଶ ସାହୁ,ଭରତ ସାମଲ,ବିଶ୍ୱଜିତ ସାହୁ,ଗୋବିନ୍ଦ ଚନ୍ଦ୍ର ସାହୁ,ନିଗମାନନ୍ଦ ରାଉତରାୟ,ରଶ୍ମି ରଂଜନ ବେହେରା,ବିନୋଦ ବେହେରା,ଅଜିତ କୁମାର ସାହୁ,ବିଶ୍ୱଜିତ ନାୟକ,ଆଦିତ୍ୟ ସେଠୀ,ଅଂଶୁମାନ ବସ୍ତିଆ,ଶୁଭମ ସତ୍ୟ ସାମନ୍ତରାୟ, ସତ୍ୟବ୍ରତ ସ୍ଵାଇଁ,ଚିନ୍ମୟୀ ଲେଙ୍କା,ସ୍ମିତା ପରମିତା ଚଇନି,ସଂଧ୍ୟା ପରମିତା ଚଇନି ଆଦି ଉପସ୍ଥିତ ଥିଲେ ।

Related Posts

About The Author

Add Comment