୧୯୯୮ ବ୍ୟାଚ ସହପାଠୀ ମାନଙ୍କ ବଂଧୁ ମିଳନ ପର୍ଵ ବନ୍ଧୁତା ଶବ୍ଦର ବାସ୍ତବତା ପ୍ରଭୂ ଲୀଳାମୟ ପୁରୁଷ ଶ୍ରୀକୃଷ୍ଣ ଓ ସୁଦମାଙ୍କ ପ୍ରେମରୁ ସ୍ପଷ୍ଟ ଅନୁମେୟ

Spread the love
କଟକ –  କିରେଇ ସ୍ଥିତ ସୁନ୍ଦରଗଡ ଇଞ୍ଜିନିଅରିଂ ସ୍କୁଲ ସୁନ୍ଦରଗଡର ୧୯୯୮ ମସିହାର ପୁରାତନ ଛାତ୍ରଙ୍କ ଅନଲାଇନ ବୈଠକ ଅନୁଷ୍ଠାନ ହୋଇ   ଛାତ୍ର ଜୀବନର ସ୍ମୃତି ବଖାଣିବାସହ,କରୋନା ସମୟରେ ବିଭିନ୍ନ ସେଵାକାର୍ଯ୍ୟ,ସଚେତନତା ଉପରେ ଆଲୋଚନା କରାଯାଇ ସାମାଜିକ ସଂଗଠନ ଆଦର୍ଶ ଯୁବ ସଂଘ ଭାରତ ପକ୍ଷରୁ ଆଗାମୀ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଥିଲା । ଡିପ୍ଲୋମା ମେକାନିକାଲ ଇଞ୍ଜିନିଅରିଂ ବିଭାଗର ସ୍ୱର୍ଗତ ଇଂ.ସୁରଜ ଛେତ୍ରୀଙ୍କ କରୋନା ଜନିତ ମୃତ୍ୟୁ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି ବୈଠକରେ ଇଂ.ସଂଜୟ ପଟେଲ,ଇଂ.ବିନତ ନାୟକ,ଇଂ.ଉତ୍ତମ କୁମାର ପଟ୍ଟାୟତ,ଇଂ.ବିମଳେନ୍ଦୁ ଠାକୁର୍,ଇଂ.ପ୍ରଶାନ୍ତ କୁମାର ଗିରି,ଇଂ.ସଂଜୟ କୁମାର ବେହେରା,ଇଂ.ମାନସ ରଞ୍ଜନ ନନ୍ଦୀ,ଇଂ.ଶାନ୍ତନୁ ପରିଡ଼ା,ଇଂ.ସୁଶାନ୍ତ କୁମାର ଭୋଇ,ଇଂ.ନଳିନୀ ରଞ୍ଜନ ମନ୍ତ୍ରୀ,ଇଂ.ଶାଶ୍ଵତ  ରଥ ପ୍ରମୁଖ ବଂଧୁବର୍ଗ ଉପସ୍ଥିତଥିଲେ ।

Related Posts

About The Author

Add Comment