୧୯୯୮ଗୁରୁ ଛାତ୍ରଛାତ୍ରୀଙ୍କର ତୃତୀୟ ବନ୍ଧୁ ମିଳନ

Spread the love

ଚଣ୍ଡିଖୋଲ, ୨୪/୧୨ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ)ଗତ ତା ୧୫/୧୨/୧୯ରିଖଦିନ ଆଠଗଡ ୧୯୯୮ ବ୍ଯାଚ ଗୁରୁ ଛାତ୍ରଛାତ୍ରୀଙ୍କ ର ତୃତୀୟ ବଂଧୁ ମିଳନ ଉଚ୍ଛବ ୨୦୧୯ ,ଚଣ୍ଡିଖୋଲ ମହାବିନାକ ଠାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଦେବ ପୂଜା କରାଯାଇଥିଲା ।ଏକ ସାଧାରଣ ବୈଠକ କରାଯାଇ, ଶିକ୍ଷା ଓ ଶିକ୍ଷକ ସଂମ୍ବଧିତ ଆଲୋଚନା  ଚକ୍ର କରାଯାଇଥିଲା ।ଶେଷରେ ଅବସର ଗ୍ରହଣ କରିଥିବା ସହପାଠିନୀ ଆଦରମଣୀ ବିଶ୍ବାଳ ଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ମାଧ୍ୟମିକ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ,ଆଠଗଡ ର ଗୁରୁ ଛାତ୍ରଛାତ୍ରୀ ଶେଷ ଦେବ, କର୍ଣ୍ଣ, ଦିଲ୍ଲୀପ, ସନ୍ଥ,ବିଜୟ ଲକ୍ଷ୍ମୀ, ସୁଜାତା, ଇନ୍ଦିରା, ସରସ୍ବତୀ, ରେଣୁ, ଅନୁ, ମୀନାଖୀ,ପ୍ରଭାତୀ, ବୈଜନ୍ତୀ, ପାର୍ବତୀ ଯୋଗଦେଇ ଥିଲେ ।ଏହି କାର୍ଯ୍ୟକ୍ରମ କୁ ଗିରିଜା ଦାଶ, ବସନ୍ତ ଦାଶ ଏବଂ ତାରିଣୀ  ରାୟ ପରିଚାଳନା କରିଥିଲେ ।

Related Posts

About The Author

Add Comment