୧୪ ଲକ୍ଷ ୮୬ ହଜାର ୭ ଶହ ୮୦ ଟଙ୍କାର ଘୋଟାଲା

Spread the love

ବାରିପଦା, ୦୩.୦୨.୨୦୨୧ (ସନ୍ଧାନ ନିଉଜ୍ ):-  ପାରଦୀପ ନିକଟସ୍ଥ ପାରାଦୀପ ଗଡ଼ ବଜାରରେ ଥିବା ୟୁନିୟନ ବ୍ୟାଙ୍କରୁ ୧୪ ଲକ୍ଷ ୮୬ ହଜାର ୭ ଶହ ୮୦ ଟଙ୍କାର କଏନ୍ ଗାୟବ। ଏ ସଂପର୍କରେ ବ୍ୟାଙ୍କ ପରିଚାଳକ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ୨୦୧୬ ବର୍ଷଠାରୁ ୨୦୨୧ ବର୍ଷ ମଧ୍ୟରୋ ଏଭଳି ଘୋଟାଲା ହୋଇଥିବା ବ୍ୟାଙ୍କ ଅଡିଟ୍ ବେଳେ ଜଣାପଡ଼ିଛି। ଏ ନେଇ ପୂର୍ବରୁ ବ୍ୟାଙ୍କରେ ଦୁଇଜଣ ପରିଚାଳକ ଭାବରେ କାର୍ଯ୍ୟ କରୁଥିବା ଅମରଜୀତ ପଣ୍ଡା ଏବଂ ଶିବ ଶଙ୍କର ପାଢ଼ୀ। ସେହିପରି ଦୁଇଜଣ କର୍ମଚାରୀ ସଂଗ୍ରାମ କିଶୋର ବେହେରା ଓ ସୌରଭ ସୋରେନଙ୍କ ନାମରେ ପାରାଦୀପ ଲକ୍ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି।

Related Posts

About The Author

Add Comment