୧୪ କୋଟିର ଗଞ୍ଜେଇ ଜାଳିଲା ଅବକାରୀ ବିଭାଗ

Spread the love

ମୋହନା, ୨୦/୧୨ (ସନ୍ଧାନ ନିଉଜ) : ଗଜପତି ଜିଲାରେ ୧୪ କୋଟି ୭ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ମୋହନା ଥାନା ଅନ୍ତର୍ଗତ ଯୁବ ଗାଁ ନିକଟସ୍ଥ ୭୨ ହେକ୍ଟର ଜଙ୍ଗଲ ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ କରାଯାଇଥିଲା। ଶୁକ୍ରବାର ମୋହନା ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲା। କଟର ମେସିନ ସାହାଯ୍ୟରେ ଗଞ୍ଜେଇ ଗଛ ଗୁଡିକୁ କାଟିବା ପରେ ଏହାକୁ ଜାଳି ଦିଆ ଯାଇଥିଲା।

Related Posts

About The Author

Add Comment