୧ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଏସସିବି ପାଇଁ

Spread the love

ଭୁବନେଶ୍ବର, ୬/୧୧ (ସନ୍ଧାନ ନିଉଜ) : କଟକ ବଡ଼ ଡାକ୍ତରଖାନା ବା ଏସସିବି ପାଇଁ ବୁଧାବର ଏକ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷ୍ରା କରିଛନ୍ତି ରାଜ୍ୟ ସରକାର। ଆଜି ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବ‌ୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘେ‌ାଷଣା କରିଛନ୍ତି। ଏସସିବିକୁ ଦେଶର ଶ୍ରେଷ୍ଠ ୩ଟି ମେଡିକାଲ ମଧ୍ୟରେ ରଖାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ଏବଂ ଏହାର ଶଯ୍ୟା ସଂଖ୍ୟା ୩ ହଜାରକୁ ବୃଦ୍ଧି କରାଯିବ।

Related Posts

About The Author

Add Comment