ହେଲଥ ସେଣ୍ଟର ବନ୍ଦ ନହେବା ଦାବିରେ ଗର୍ଜିଲେ ଲୋକେ

Spread the love
ରାଉରକେଲା, ୨୨/୦୭ (ସନ୍ଧାନ ନିଉଜ) : ଜନବସତି ଅଞ୍ଚଳରେ କୋଭିଡ କେୟାର କେନ୍ଦ୍ର ନ କରିବାକୁ ଦାବି କରି କାଲି ଲେବର ଟେନମେଣ୍ଟ ଅଞ୍ଚଳରେ ଲୋକ ପ୍ରତିବାଦ କରିଥିବା ବେଳେ ଆଜି ରାଉରକେଲା ସେକ୍ଟର 6 ରେ ଥିବା ହେଲଥ ସେଣ୍ଟରକୁ ବନ୍ଦ କରି କୋଭିଡ଼ କେୟାର କେନ୍ଦ୍ର ଖୋଲିବାକୁ ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା। ମହାନଗର ନିଗମର ଅଧିକାରୀମାନେ ଆଜି ଏଠାକୁ ଆସି ପ୍ରତିବାଦ ପରେ ଫେରି ଯାଇଥିଲେ। ସାଧାରଣ ଲୋକଙ୍କ ଅଭିଯୋଗ ଥିଲା କି ଏହି ହେଲଥ ସେଣ୍ଟର ଦ୍ବାରା ଚିକିତ୍ସା ପାଇ ଲୋକେ ଉପକୃତ ହେଉଛନ୍ତି ତାକୁ ବନ୍ଦ କରିବା ଉଚିତ ନୁହେଁ।

Related Posts

About The Author

Add Comment