ହିନ୍ଦୁସେନା କଟକ ପକ୍ଷରୁ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ପ୍ରଦାନ

Spread the love
କଟକ, ୦୯/୦୫ (ସନ୍ଧାନ ନିଉଜ) ହିନ୍ଦୁସେନା କଟକ ପକ୍ଷରୁ ୪୨ମୌଜାର ମଣିବାଡ,କଟକ ମହାନଗର ନିଗମର ୫୧ନଂ ୱାର୍ଡର ପୋପରଡା ମୁଣ୍ଡାସାହି ଓ ସାର୍ତ୍ତୋଳର ଇଟାଭାଟିଠାରେ ଦିନମଜୁରିଆଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯିବବାସହ କରୋନା ମହାମାରୀ ସମୟରେ ସାହାଯ୍ୟ ସହଯୋଗ ଯୋଗାଇ ଚାଲିଛନ୍ତି । ଏହି ସେଵାକାର୍ଯ୍ୟ ରାଜ୍ୟ ସଭାପତି ଦେବାଶିଷ ରାଉତଙ୍କ ନିର୍ଦେଶକ୍ରମେ ଅଖିଳ ମୂଳିଆ,ରାଜକୁମାର ଜେନା, ଚନ୍ଦନ ଓଝା,ରଞ୍ଜୀତ ମଲ୍ଲିକ,ଦୀପ୍ତି ସ୍ୱାଇଁ,ଦେବୀ ପ୍ରସାଦ ପତି,ସୁଜିତ ଦାସ,ସୁଶାନ୍ତ ବେହେରା,ଦୀନେଶ ବେହେରା,ଗାନ୍ଧୀ ଭାଇ,ଅଭିରାମ ଦଳାଇ,ହେମନ୍ତ କୁମାର ସାହୁ,ନାରାୟଣ ଜେନା,ଆରତ ମଲ୍ଲିକ,ରଂଜନ ମଲ୍ଲିକ,ପ୍ରଵୋଧ ମଲ୍ଲିକ,ସରୋଜ ମଲ୍ଲିକ,ପ୍ରତାପ ମଲ୍ମିକ,ସମରେନ୍ଦ୍ର ମଲ୍ମିକ,ସୁଦର୍ଶନ ଜେନା ପ୍ରମୁଖ ସମସ୍ତ ସେନା ବାହିନୀ ଉପସ୍ଥିତ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ

Related Posts

About The Author

Add Comment