ହିତାଧିକାରୀ ଭୁଲିଗଲେ ସାମାଜିକ ଦୂରତା

Spread the love
ରାଉରକେଲା,୧୨/୦୪ (ସନ୍ଧାନ ନିୟୁଜ): ବ୍ୟାପୁଛି କୋରୋନା ସଂକ୍ରମଣ । ଏଥିପାଇଁ ସରକାର ପୁରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି । ଅଯଥା କାର୍ଯ୍ୟରେ ଘରୁ ନ ବାହାରିବା ଉପରେ କଟକଣା ଲଗାଇଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ପାଇଁ ସମସ୍ତଙ୍କୁ ନିବେଦନ କରୁଛନ୍ତି । ଆଚାର୍ଯ୍ୟ ହରିହର ସ୍କୁଲରେ ଭତ୍ତା ବିତରଣ କାର୍ଯ୍ୟକ୍ରମରେ ଲୋକଙ୍କ ଅସମ୍ଭାଳ ଭିଡ ଜମିଥିଲା । ସାମାଜିକ ଦୂରତା କଥା ଭୁଲି ଯାଇଥିଲେ ସଭିଁଏ । ଏପରିକି, ଭତ୍ତା ବିତରଣ କେନ୍ଦ୍ରରେ ସାମାଜିକ ଦୂରତା ଅବଲମ୍ବନ ପାଇଁ ସରକାରଙ୍କ ପକ୍ଷରୁ କୈଣସି ପ୍ରକାର ବ୍ୟବସ୍ଥା କରାଯାଇ ନ ଥିଲା ।

Related Posts

About The Author

Add Comment