ସୁନ୍ଦରଗଡ ତା:୨୩/୭/୨୦୨୫( ସନ୍ଧାନ ନ୍ୟୁଜ) ସୁଭଦ୍ରା ଟଙ୍କାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଯେଉଁମାନେ ତୃତୀୟ କିସ୍ତି ସୁଭଦ୍ରା ଟଙ୍କାକୁ ଅପେକ୍ଷା କରିଥିଲେ, ସେମାନଙ୍କ ପାଇଁ ଏକ ବଡ଼ ଅପଡେଟ୍ ଆସିଛି । କହିବାକୁ ଗଲେ ଉପମୁଖ୍ୟମନ୍ତ୍ରୀ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କାର ତାରିଖ ଘୋଷଣା କରିଛନ୍ତି ।ସୁଭଦ୍ରା ଟଙ୍କାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଯେଉଁମାନେ ତୃତୀୟ କିସ୍ତି ସୁଭଦ୍ରା ଟଙ୍କାକୁ ଅପେକ୍ଷା କରିଥିଲେ, ସେମାନଙ୍କ ପାଇଁ ଏକ ବଡ଼ ଅପଡେଟ୍ ଆସିଛି । କହିବାକୁ ଗଲେ ଉପମୁଖ୍ୟମନ୍ତ୍ରୀ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କାର ତାରିଖ ଘୋଷଣା କରିଛନ୍ତି ।। ସୁଭଦ୍ରାର ୩ୟ କିସ୍ତି ଟଙ୍କାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରା ଟଙ୍କାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୯ ତାରିଖ ରେ ମିଳିବ ସୁଭଦ୍ରା ଟଙ୍କା । ନାରୀଙ୍କ ସଶକ୍ତିକରଣ ପାଇଁ ସରକାରଙ୍କ ନିୟମ ଏକାମ୍ର କାମ୍ୟ ।ନାରୀ ଉନ୍ନତି ଦିଗରେ ସରକାର ବଚନ ରହିଛନ୍ତି ।
ହିତାଧିକାରୀଙ୍କୁ ମିଳିବା ତୃତୀୟ କିସ୍ତି
|
July 23, 2025 |



